ଆସନ୍ତୁ ବୁଲିଯିବା Kalaki ମନ୍ଦିର 🙏 ଭଗଵାନ ବିଷ୍ଣୁ ଦଶମ ଅବତାର 🤔କଳକୀ ଅବତାର || Burla, Sambalpur
Kalki Avatar place Guhira Tikiti of Sambalpur - Burla
The Truth of Kalki Avatar
Hello friends 👋
Jay jagannath
Welcome to my YouTube channel
@RatikantaBastia @BhaiyajiSmile-rkvlog
Bhagawan Bishnu nkar dasam avatar
kalki Avatar
ପ୍ରାକୃତିକ ପରିବେଶ ସୁନ୍ଦର ଜାଗା
ମହାନଦୀ କୂଳରେ ଅବସ୍ଥିତ।
ସବୁ ଦେବା ଦେବୀ
ପୂଜା ପାଉଛନ୍ତି ।
କିଛି ଅଜଣା କଥା
ଯାହା ଆମେ ଜାଣିନୁ
ଭବିଷ୍ୟତ ରେ କଣ ହେବ ?
ଏମିତି ବହୁତ କିଛି ଅଛି
ଯାହା ଆପଣ ଗଲେ ଜାଣି ପାରିବେ ।
ସେଇଠି ଜଣେ ମହାଶୟ ଅଚନ୍ତି
ଭଗଵାନ ଙ୍କୁ ପୂଜା କରନ୍ତି
ତାଙ୍କ କଥା ମୁ କିଛି record ⏺️ କରିଛି
ମୁଁ ଭି କଥା ହେଲି ବହୁତ୍ ଭଲ ଲାଗିଲା ।
ଆପଣ ଭି ଆସନ୍ତୁ
🙏🙏🙏🙏🙏🙏🙏🙏🙏🙏🙏🙏🙏
Location - sambalpur city to Burla road ଗଲେ -
burla medical right ▶️ side re padiba
Right ▶️ side ଯିବେ
ଭିତରକୁ ନ ଯାଇ sambalpur road 🛣️ ଟିକେ ଆଗକୁ ଯିବେ
ଜାଗା ର ନାଁ - Guhira Tikiri
Yellow 🟡 Colour Round Board
ଲେଖା ହୋଇଥିବ
କଳକୀ ଅବତାର ଗୁହିରା ଟିକିରି
ମୁଁ ଆଗରୁ କେବେ ଯାଇ ନ ଥିଲି
ସେ road 🛣️ re ବହୁତ୍ ଥର ଯାଇଛି but
ଏମିତି place ଅଛି ମୁଁ ଭିତରକୁ କେବେ ଯାଇ ନ ଥିଲି
ମୋ location ରେ confuse ହଉଛନ୍ତି
ଆପଣ Google Map 🗾 re search 🔍 କରିପାରିବେ
ନ ହେଲେ
Burla Gate ପାଖରେ କିଛି Shop ଅଛି
ପଚାରିଲେ
ଆପଣକୁ location କହିଦେବ।
Video 📸 ଆପଣକୁ କେମିତି ଲାଗିଲା ।
Like, share & Subscribe
କରିଦେବେ 🙏🙏🙏🙏🙏🙏
ଆପଣ share କଲେ ସମସ୍ତେ ଜାଣିବେ
Sambalpur city
ଏମିତି ବହୁତ୍ କିଛି palce ଅଛି
କଳ୍କୀ ମନ୍ଦିର
ବହୁତ୍ କମ୍ ଲୋକ ଜାଣିଥିବେ
@BloodySatya @DiscoverOdisha
@kalkiavatarguhiratikirasam1249 @koshalavatar
@aapkiawaz4809 @
#sambalpur
#sambalpurcity
#vlog #travelvlog #kalki
#kalkitemplesambalpur
#kalkitemple
#historyofsambalpur
#sambalpurtour
#sambalpurdistrict
#burlasambalpur
#hirakuddam
#sambalpurtourism
#topcityofodisha
#sambalpur_status #sambalpur_top_tourist_place #best_tourist_place_in_Sambalpur #samaleswari
#samaleswari_temple #ghanteswaritemple #sambalpur_top_waterfall
#odisha_famous_place
コメント